ଝି
ଝି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା=== ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଦୁହିତା; ପ୍ରା. ଧୀଆ; ପା. ଧୀତା; ସଂସ୍କୃତ - ଜାମି= କନ୍ୟା; ଇଉରୋପୀୟ ଆର୍ଯ୍ୟଭାଷା ଦ୍ସୀ, Zi)—
କନ୍ୟା; ଝିଅ —Daughter.
ବେଳସୁଁ) କୁଟୁତୁଣୀ ଘର ଝି ! ଢିଙ୍କିଟାମାନ ଦେଖିଲାକ୍ଷଣି (ବୋଲନ୍ତି) ଏଇଟାମାନ କି ?—ଢଗ
=== ପ୍ରାଦେଶିକ -
- ୧. (ମେଦିନୀପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଏହି ଶବ୍ଦ)—ଦାସୀ —୧. Maid servant.
- ୨. (ସିଂହଭୂମ) ବି—ପିଉସୀ — ୨. Father's sister.
- ୩. (ଗଡ଼ଜାତ) ଅ. (ପୋଖରୀ ଓ ନଈକୁ ମଇଁଷିମାନଙ୍କୁ ଗାଧୋଇବାକୁ ନେଇଥିବା ଜଗୁଆଳର ଡାକ) ପାଣିରେ ସମୁଦାୟ ଶରୀର ବୁଡ଼ିଲା ଭଳି ଶୋଇ ପଡ଼ — ୩. A word used by the driver buffaloes requiring them to lie down in the water while having a bath.