ଝାସ
ଝାସ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଷ ଧାତୁ=ବଧ କରିବା, ସଂସ୍କୃତ - ଝମ୍ପ; ସଂସ୍କୃତ - ଧ୍ୱଂସ)
ସମ୍ପାଦନା- ୧. କୌଣସି ସତ୍ୟର ପରୀକ୍ଷା ବା ପ୍ରାଣତ୍ୟାଗ ନିମନ୍ତେ ଜଳ ବା ଅଗ୍ନିକୁ ଡେଇଁବା — ୧. Jumping into fire or water for ordeal or suicide.
ବିକଳ୍ପିଥିଲେ ଦେବି ଅନଳେ ଝାସ ଭଞ୍ଜ. ବୈଦେହୀଶବିଳାସ
- ୨. (ସଂସ୍କୃତ - ଧର୍ଷଣ) ଅଗ୍ନି ବା ସୂର୍ଯ୍ୟଙ୍କର ତେଜ; ତାତି; ତାପ; ଧାସ —୨. Glare; blaze of the sun or fire.
ନୀଯବନ ପବନ ନିର୍ଦ୍ଧୂମଶିଣ ଧନଞ୍ଜୟ ଝାସରୁ କରେ କଟୁ କେଳି କବିସୂର୍ଯ୍ୟ. କିଶୋରୀ ଚମ୍ପୂନ ଗୀତ