ଝାଲ୍

ଉଚ୍ଚାରଣ

ସମ୍ପାଦନା

ପ୍ରାଦେଶିକ - (ମେଦିନୀପୁର) ବି—(ସଂସ୍କୃତ - ଜ୍ୱାଳା, ତୁଳ. ଏହା ଅର୍ଥରେ ବଙ୍ଗାଳୀ - ଏହି ଶବ୍ଦ)

ସମ୍ପାଦନା

ରାଗ —Pungent taste.

ପ୍ରାଦେଶିକ - (ମେଦିନୀପୁର)ବିଶେଷଣ -

ସମ୍ପାଦନା

ରାଗୁଆ —Pungent.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

ସମ୍ପାଦନା

ଝାଳ (ଦେଖ) - — Jhāḻa (See)