ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ)
ସମ୍ପାଦନା
- ୧. ପୁଚ୍ଛ; ଲାଞ୍ଜ; ଲାଙ୍ଗୁଡ଼ — ୧. The tail of an animal.
- ୨. ଆଚାର —୨. Pickle; fruit-preserves.
- ୩. ଝାଲର —୩. Ornamental network or fringe of cloth or strings.
- ୪. କାନ ଭିତରର ସୂକ୍ଷ୍ମ ଚର୍ମ୍ମ — ୪. Membrane inside the ear.