ଝାଲରି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଝାଲରା (ଦେଖ) - ୧. Jhālara (See)
୨. କବାଟ, ସବାରି ପ୍ରଭୃତିରେ ଏକତ୍ର ସଂଯୋଜିତ ଝରକା ପରି ପରସ୍ପର ଅସଂଲଗ୍ନ କାଷ୍ଠଖଣ୍ଡମାନ; ଝିଲ୍ମିଲି — ୨. Venetian blind.