ଝାଲର
ଝାଲର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଲ; ତୁଳ. ସଂସ୍କୃତ - ଝଲ୍ଲା=ଟୋକେଇ; ସଂସ୍କୃତ - ଜୁଳ ବା ଧୂଳ ଧାତୁ Beams; ସଂସ୍କୃତ - ଝଲ୍ଲରୀ; ହିନ୍ଦୀ - ଶବ୍ଦସାଗର)
ସମ୍ପାଦନା- ୧. ତରଙ୍ଗ ବା ଜାଲ ଆକାରର ଯେଉଁ କାରୁକାର୍ଯ୍ୟବିଶିଷ୍ଟ ବସ୍ତ୍ରଖଣ୍ଡ ବା ସୁତୁଲିମାନ ମଶାରି ଓ ଚାନ୍ଦୁଆ ଆଦିର ଝଡ଼ିରୁ ଲ଼ଟକି ଥାଏ — ୧. Ornamental or network fringe of cloth; hanging fringe; frilled edging.
ଚନ୍ଦ୍ରାତପ ତଳେ ଝୁଲଇ ମଞ୍ଜୁଳ ଝାଲର ପରାଏ ପତ୍ର ସଙ୍ଗେ ଫୁଲ—ରାଧାନାଥ. ଚିଲିକା
- ୨. ମୟୁର ଚନ୍ଦ୍ରିକା — ୨. Tail-feather of a peacock.
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
ସମ୍ପାଦନାଏକପ୍ରକାର ଧାନ — A species of paddy.