ଝାରିବା
ଝାରିବା
ଉଚ୍ଚାରଣ
ସମ୍ପାଦନାଦେଶଜ - କ୍ରି—(ତୁଳ. ଏହି ଅର୍ଥରେ ହିନ୍ଦୀ - ଝାର୍ନା)
ସମ୍ପାଦନା- ୧. ଝାଡ଼ିବା (ଦେଖ) - ୧. Jhāṟḍ̠ibā (See)
- ୨. ଝରାଇବା; ଗଡ଼ାଇବା —୨. To let fall; to drop.
ମୁକ୍ତାନିଦୀ ଅଶ୍ରୁବିନ୍ଦୁ ଝାରି ନେତ୍ର ଅନ୍ତେ—ନନ୍ଦକିଶୋର. ସୀତାବନବାସ
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
ସମ୍ପାଦନାବାଲିରେ ମିଶିଥିବା ସୁନାରେଣୁକୁ ପାଛୁଡ଼ି ବାହାର କରିବା —To cause the gold dusts to separate from sand by winnowing or serving.
[ଦ୍ରଷ୍ଟବ୍ୟ —ସମ୍ୱଲପୁର ଅଞ୍ଚଳରେ ଯେଉଁ ଜାତି ବାଲିରୁ ସୁନା ଝାରନ୍ତି ତାଙ୍କୁ ଝରା ବୋଲାଯାଏ]