ଝାମ୍ପ ମାରିବା
ଝାମ୍ପ ମାରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଝାମ୍ପ ମାରିବା
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ହିଂସ୍ର ପଶୁପକ୍ଷୀମାନେ) ନଖଦ୍ୱାରା ଆକର୍ଷଣ କରି କୌଣସି ପଦାର୍ଥ ନେଇଯିବା — ୧. to snatch away a thing by pounching (said of birds and beasts of prey.)
- ୨. ଶିକାର ଉପରେ ବଳପୂର୍ବକ ଆକ୍ରମଣ କରି ପତିତ ହେବା — ୨. To swoop upon a prey.
ଝାମ୍ପ ମାରିବା
ଦେଶଜ - କ୍ରିୟାପଦ -
ସମ୍ପାଦନାଝାମ୍ପିବା, ଚିଲା ମାରିବା