ଝାମ୍ପାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝମ୍ପ+ଯାନ) ସମ୍ପାଦନା

ଝମ୍ପନ୍ (ଦେଖ) - Jhampan (See)

[ଦ୍ରଷ୍ଟବ୍ୟ —ଏହା ଖିଇ ଚଳାଇବା ଟଙ୍ଗା ଆକାରରେ ବାଉଁଶ ଓ ରଜ୍ଜୁରେ ଗୁନ୍ଥା ହୋଇ ପ୍ରସ୍ଥୁତ ହୋଇଏ ଏହାର ଲମ୍ୱା ଓ ଚୌଡ଼ା ଅଢ଼େଇ ଫୁଟ ଏବଂ ଉଚ୍ଚତା ଅର୍ଧ ଫୁଟ; ହରିଦ୍ୱାର ହୃଷୀକେଶ ପ୍ରଭୃତି ଅଞ୍ଚଳରେ ଏହା ମନୁଷ୍ୟବାହ୍ୟ ଯାନରୂପେ ବ୍ୟବହୃତ ହୁଏ— ମଦନମୋହନ ତୀର୍ଥଦର୍ଶନ ୪ର୍ଥ]