ଝାଡ଼ ପାନସ
ଝାଡ଼ ପାନସ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଝାଟ+ଫାରାସୀ - ଫାନୂସ୍)
ସମ୍ପାଦନା- ୧. ରୋସନୀ ଓ ମଜଲିସରେ ସଜାଯିବା କାଚର ଆଲୋକ ସ୍ତମ୍ଭମାନ — ୧. Chandeliars and chinese lanterns.
- ୨. ଏକପ୍ରକାର ବାଣ ବା ଆତସବାଜି ଯାହା କରାଗଲେ ଝାଡ଼ପରି ଦେଖାଯାଏ — ୨. A kind of firework which exhibits chandeliar-figures when set on fire.