ଝାଡ଼ୁ ଟୋକେଇ

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

ସମ୍ପାଦନା

ମେହେନ୍ତର ଓ ମେହେନ୍ତରାଣୀମାନଙ୍କର ରାସ୍ତା— ଘାଟ ଓ ପାଇଖାନା ସଫା କରିବାର ଦୁଇଟି ଆବଶ୍ୟକ ଉପକରଣ, ବଢ଼ିଣା ଓ ଟୋକେଇ —Broom and basket used by sweepers (in cleansing roads and latrines).