ଝାଡ଼ା
ଝାଡ଼ା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଟ ଧାତୁ=ରାଶୀ କରଣ;ଏ ଶବ୍ଦ ହିନ୍ଦୀରେ ବ୍ୟବହୃତ)
ସମ୍ପାଦନା- ୧. ମଳ; ଗୃହ; ବିଷ୍ଠା —୧. ordure.
- ୨. ଅଧିକ ମଳ ନିଃସରଣ; ଅତିସାର ବା ଓଲାଉଠା ରୋଗ —୨. Diarrhoea; dysentery; colera.
- ୩. ମଳତ୍ୟାଗ; ହଗଣା; ହଗିବା —୩. Act of easing oneself; discharge from bowels.
- ୪. ସିତାରର ସବୁ ତାରମାନ ଏକସଙ୍ଗେ ବାଜିବା — ୪. The simultanious vibration of the strings of a guitar.
- ୫. ଝାଡ଼ା (ଦେଖ) - ୫. Jhaṟḍ̠ā (See)