ଝାଡ଼ଝୁଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୌଣସି ପାତ୍ରରୁ କୌଣସି ପଦାର୍ଥ ସମ୍ପୁର୍ଣ୍ଣ ରୂପେ ନିଃଶେଷିତ ହୋଇଥିବା ଅବସ୍ଥା — ୧. The condition of a pot being emptied of all the contents.
୨. ଝାଡ଼ ଫୁଙ୍କ (ଦେଖ) - ୨. Jhāṟḍ̠a Phuṅka (See)
୩. କୌଣସି ସ୍ଥାନ ଉତ୍ତମରୂପେ ସମ୍ମାର୍ଜନ ବା ପରିଷ୍କୁତ କରିବା; ଝଡ଼ାଝଡ଼ି — ୩. Sweeping a place clean.

ଦେଶଜ - ବିଶେଷଣ - ସମ୍ପାଦନା

ସମ୍ପୁର୍ଣ୍ଣରୁପେ ନିଃଶେଷିତ (ଦ୍ରବ୍ୟ ବା ଆଧାର) — (a pot) Emptied completely.

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ସମ୍ପୁର୍ଣ୍ଣରୂପେ ନିଃଶେଷିତ କରି — ୧. Emptying completely.
୨. ସମ୍ପୁର୍ଣ୍ଣରୂପେ ଧୂଳି ଓ ଅଳିଆ ଆଦି ପରିଷ୍କାର କରି — ୨. By cleansing and dusting thoroughly.