ଝାଙ୍କ ଛ(ଡ଼େ) ଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ ଝାଙ୍କ ଛିଣ୍ଡା (ଣ୍ଡେଇବା)—ଅନ୍ୟରୂପ]

ଦେଶଜ - କ୍ରି. ସମ୍ପାଦନା

୧. କୌଣସି ବ୍ୟକ୍ତିକୁ ଅତିରିକ୍ତ ପରିଶ୍ରମ କରାଇ ଆକ୍ରାନ୍ତ କରାଇବା — ୧. TO pester; to bothe; to overpower a person with labour.
୨. କଳି ଆଦିର ହପ୍ପା ଉଠାଇବା — ୨, To have a paroxysm (of quarrel etc.)