ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଝାଙ୍କି ହେବା
ଭାଷା
ଦେଖିବେ
ସମ୍ପାଦନା
ଝାଙ୍କି ହେବା
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Jhāṅki hebā
ଆଇ.ପି.ଏ.
— ɟʰˈaŋki hˈewba
ଦେଶଜ - କ୍ରିୟାପଦ -
ସମ୍ପାଦନା
୧. ଟାଣିହେବା; ତଳକୁ ଖସି ଆସିବା — ୧. To be pulled or drawn downwards.
ତେଣୁ ଝାଙ୍କି ହୋଇ ଯେ ବରଷିଲା ଘନ—କୃଷ୍ଣସିଂହ ମହାଭାରତ. ବନ
୨. ଘୁର୍ଣ୍ଣିତ ହେବା; (ମୁଣ୍ଡ) ବୁଲାଇ ହେବା — ୨. To reel.
(ଯଥା—ମୋ ମୁଣ୍ଡଟା ଝାଙ୍କି ହେଉଛି)