ଝାଏଁଜ୍
ଝାଏଁଜ୍
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -(ସଂସ୍କୃତ - ଝର୍ଝରୀ)
ସମ୍ପାଦନା- ୧. ଝାଞ୍ଜ — ୧. Cymbals.
- ୨. (ସଂ ଧା ଧାତୁ=ଅଗ୍ନିସଂଯୋଜକ) ଝାଞ୍ଜି; ଖରା — ୨. The blaze of sun's rays.
- ୩. ତାତି —୩. Warmth; heat.
- ୪. ଅଂଶୁ; କିରଣ —୪. Ray.
- ୫. ଅଗ୍ନି ବା ଖରାର ତେଜ — ୫. Warmth or glare of sun's rays or fire.
[ ଦ୍ର—ତୁଳନା କର ସମ୍ୱଲପୁରୀ—ନଏଦ୍=ନଦୀ; ରାଏତ୍= ରାତି, ଖଏନ୍=ଖଣି, ପାଏନ୍=ପାଣି]