ଝାଉଁଳେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଝାଉଁଳିବାର ଣିଜନ୍ତ ରୂପ — Causative of Jhāuñḻibā

ମଉଳାଇବା; ଶୁଖାଇବା —To cause to wither.

ଝାଉଁଳାଇ ତା ମୁଖସାରସ କ୍ଷଣେ—ଗୋଲୋକ. ଇନ୍ଦୁରେଖା