ଝାଉଁଳିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଶ୍ୟାମଳ, କିମ୍ୱା ସଂସ୍କୃତ - ଧ୍ମା ଧାତୁ=ଅଗ୍ନି ସଂଯୋଜନ) ସମ୍ପାଦନା

୧. ବୃଷଆଦି ଖରାରେ ବା ଶୁଖିକରି ନିସ୍ତେଜ ହେବା ବା ମଉଳିବା — ୧. To droop; To wither (said of plants)

ଝାଉଁଳିବା ନବ ତମାଳରମା—କବିସୂର୍ଯ୍ୟ. କିଶୋରୀ ଚମ୍ପୁ ଝ ଗୀତ

୨. ନିସ୍ତେଜ ହେବା — ୨. To wane; to fade; to languish.

ବାସି ଫୁଲ ଯାଇଛି ମଉଳି, ବିଷାଦେ କି ପଡ଼ିଛି ଝାଉଁଳି ନନ୍ଦକିଶୋର. ନିଝରିଣୀ

୩. (ମୁହଁ) ଲଜ୍ଜା ବା ଭୟରେ ଶୁଖି ଯିବା — ୩. (the face) To become pale or wan through fear or shame.

ମୃଦୁ ଶ୍ୟାମଳ ଗୋରା , ଝାଉଁଳି ଗଲେ ପରା ହରପରଶରଜ୍ୱର ତୃଷାରେ କବିସୂର୍ଯ୍ୟ ସଙ୍ଗୀତ

୪. ଲଜ୍ଜାରେ (ମୁଣ୍ଡ) ତଳକୁ ପୋତି ହେବା — ୪. To droop; to be crestfallen.

ଦେଶଜ - ବିଶେଷଣ - ସମ୍ପାଦନା

ମଉଳି ଥିବା; ନିସ୍ତେଜ ହୋଇଥିବା — Turned pale; withered.

ଖରା ଖ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରୋ କବିସୂର୍ଯ୍ୟ କିଶୋରୀଚମ୍ପୁ ଖ. ଗୀତ