ଝାଉଁଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଶ୍ୟାମଳ) ସମ୍ପାଦନା

୧. ନେତ୍ରରୋଗବିଶେଷ — ୧. A disease of the eye.

[ ଦ୍ର—ଏଥିରେ ଆଖି ଉପରେ ଆଖିପତା ଘୋଡ଼ାଇ ହୋଇ ପଡ଼େ]

୨. ଝାଉଁ ଳିଯିବା; ମଉଳିଯିବା —୨. Withering.

ଦେଶଜ - ବିଶେଷଣ - ସମ୍ପାଦନା

ମଉଳି ଯାଇଥିବା —Withered.