ଝାଇଁ ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବହୁକାଳ ଏକ ଅବସ୍ଥାରେ ଅବସ୍ଥାନ କରିବା ଯୋଗୁଁ ଅବଶ ହୋଇ ଥିବା ଶରୀରର କୌଣସି ଅଙ୍ଗକୁ ସ୍ଥାନାନ୍ତର କଲେ ବା ଘୁଞ୍ଚାଇଲେ ଯେଉଁ ଝିମି ଝିମି ଅନୁଭୁତି ହୁଏ —୧. Tingling sensation felt while moving a benum- bed limb.
୨. ଝୋଲା ମାରିବା —୨. Swooning; feeling of physical drooping; fainting.



ଝାଇଁ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଝୋଲା ମାରିବା
୨. କାନରେ ଭାଁ ଭା ଶବ୍ଦ ହେବା