ଝାଇଁପଖାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଧ୍ନା ଧାତତୁ;+ପ୍ରକ୍ଷାଳିତାନ୍ନ) ସମ୍ପାଦନା

ଗରମ ପଖାଳ; ତବତ ଭାତ ତାତି ଥିବା ଅବସ୍ଥାରେ ତହିଁରେ ପାଣି ଦେଲେ ଯେଉଁ ପଖାଳ ହୁଏ; ଚାଇଁପଖାଳ; ତଟକା ସଜ ପଖାଳ —Boiled race soaked with water while still warm.