ଝାଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧା ଧାତୁ=ଅଗ୍ନି ସଂଯୋଗ କରିବା) ସମ୍ପାଦନା

୧. ତିବ୍ର ଗ୍ରୀଷ୍ମ; ଗରମି —୧. Excessive heat.
୨. ଗ୍ରୀଷ୍ମକାଳ —୨. Summer.

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

୧. ଝାଇଁ ଝାଇଁ; ଝୋଲାମାରିବା — ୧. Fainting; faint; swoon.
୨. ଉପର୍ଯ୍ୟୁପରି ଧଆତୁ ଆଦିର ଆଘାତ ଜନିତ ଶବ୍ଦ (ଯଥା; ଦୁଇ ଧାତୁପାତ୍ର ବାଜିବା, ଘଣ୍ଟା ବାଜିବା, ହାଣ୍ଡିରେ ଚଉଳ ଭାଜିବା) — ୨. Tinkling; clanking sound.

ଚାଉଳ ଭାଜିଲି ଝାଇଁ—କେଳା ଗୀତ

୩. ଉତ୍ତପ୍ତ —୩. Heated; warm.
୪. ଅତରିକ୍ତରୂପେ ଭାଜି ହୋଇଥିବା — ୪. Roasted over much.
୫. ଭଜାଭଜିରେ ପୋଡ଼ି ଯାଇଥିବା — ୫. Burnt; calcined.
୬. ଗ୍ରୀଷ୍ମକାଳରେ ଇତ୍ପନ୍ନ (ଯଥା—ଝାଇଁମୁଗ) — ୬. Produced or harvested in summer.

ପ୍ରାଦେଶିକ - (ସମ୍ୱଲପୁର) କ୍ରି.ବିଶେଷଣ - ସମ୍ପାଦନା

ଝାଏଁ (ଦେଖ) - Jhāeñ (See)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଝାଇଁମୀନ (ଦେଖ) - Jhāiñ-mīna (see)