ଝାଁଙ୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଝଙ୍କାର) ସମ୍ପାଦନା

୧. ମତ୍ତତା; କଳି ବା କ୍ରୋଧର ହପ୍ପା —୧. A fit of madness or rage or quarrelling; Paroxysm.

(ଯଥା—ମୁଁ ତାଙ୍କ ସଙ୍ଗେ ଝାଙ୍କେ କଳି କଲି)

୨. (ସଂସ୍କୃତ - ଜାଳକ) ଝଙ୍କା ବା ବଡ଼ ଟୋକେଇ — ୨. A large basket.
୩. (ସଂସ୍କୃତ - ଯୂଥ) କ୍ଷୁଦ୍ର ଜୀବମାନଙ୍କର ପଞ୍ଚା ବା ଦଳ ବା ସମୂହ —୩. A multitude or swarm of small animals; a crowd.
୪. ଢାଲ —୪. Shield.
୫. ଘୂର୍ଣ୍ଣନ —୫. Whirling.
୬. ଝିଙ୍କା —୬. Jerk;. vigorous pull; tug.