ଝସାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଧର୍ଷଣ; ଧ୍ୱଂସ) ସମ୍ପାଦନା

ବଳପ୍ରୟୋଗ କରିବା — To use force.

[ଦ୍ରଷ୍ଟବ୍ୟ —କେବଳ ଝସାଇ ପଶିବା ଓ ଝସାଇ ଆସିବା ଶବ୍ଦରେ ଏ କ୍ରିୟାର ଅସମାପିକାରୂପେ ବ୍ୟବହାର ଦେଖାଯାଏ]