ଝଳେଇବା
ଝଳେଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଝଳିବାର ଣିଜନ୍ତରୂପ — ୧. Causative of Jhaḻibā
- ୨. ଝାଳିବାର ଣିଜନ୍ତରୂପ — ୨. Causative of Jhāḻibā.
- ୩. ପୂର୍ବ ସ୍ମୃତିକୁ ଜ୍ୱଳନ୍ତଭାବରେ ପ୍ରତିଭାତ କରାଇବା — ୩. To bring something vividly to one's recollection.
ସେ ସବୁ ଫ୍ରାନ୍ସର ଅତୀତ ଗୌରବକୁ ଝଳାଉଛି ଉତ୍କଳ ସାହିତ୍ୟ ୩୨ ୪:
- ୪. ସଂଲଗ୍ନ କରାଇବା; ମିଶାଇବା — ୪. To cause to stick or adhere.
ଝଳାଅ କୁଞ୍ଜରକୁମ୍ଭସ୍ଥଳାକୃତି ଛାତିରେ—କବିସୂର୍ଯ୍ୟ. ସଙ୍ଗୀତ