ଝଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୱଳ ଧାତୁ; ସଂସ୍କୃତ - ଝଳା) ସମ୍ପାଦନା

୧. ଦୀପ୍ତି — ୧. Glamour.

କମ୍ପୂଥିଲା ପରା ଝଲକା ଝଲକ ତାରକାବଳୀର ଝଳି ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨. ଚିକ୍କଣତା —୨. Gloss; soomthness.
୩. ଶୋଭା; କାନ୍ତି —୩. Beauty; grace.

ଲପନର ଝଳି; କବି କବିତ୍ୱ ପ୍ରସାର ଅର୍ଗନି ନୀଳମଣୀ. ଚିନ୍ତାତରଙ୍ଗଣୀ

୪. ଆଲୋକତରଙ୍ଗ —୪. Wave of light.

ଦେଶଜ - ବିଶେଷଣ - ସମ୍ପାଦନା

୧. ଦୀପ୍ତି; ଦୀପ୍ତିମାନ୍; ତୋଫା; ଜକଜକ କରୁଥିବା — ୧. Radiant; glittering; bright; shining dazzling.

ଝଳି ପାଞ୍ଚଳୀ ଝଟକେ ନାହିଁକି—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଝ. ଗୀତ


୨. ଚିକ୍କଣ —୨. Glossy; smooth.

ଚୁମ୍ୱାଇ ଚୂମ୍ୱି ମୋ ଅଧର ବଦନେ ପୀଡ଼ା ନେତ୍ରକଞ୍ଜ ଚୋସି ଅତୁଲ୍ୟ ଅମୂଲ୍ୟ ଝଳି ଝଲମଲ ଗଣ୍ଡକୁ ମୋ ଗଣ୍ଡେ ଘଷି କବିସୂର୍ଯ୍ୟ. ସଙ୍ଗୀତ

ଦେଶଜ - ବିଣରବିଶେଷଣ - ସମ୍ପାଦନା

ତୋଫା —Dazzlingly.

ଆରେ ଝଳି ଗୋରୀ, ଝୁଲି ଜାଣୁ ଭରା ହେଲେ ମୋଦେ ପରି କବିସୂର୍ଯ୍ୟ. କବିତା