ଝଳାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଝଳିବାର ଣିଜନ୍ତରୂପ — ୧. Causative of Jhaḻibā
୨. ଝାଳିବାର ଣିଜନ୍ତରୂପ — ୨. Causative of Jhāḻibā.
୩. ପୂର୍ବ ସ୍ମୃତିକୁ ଜ୍ୱଳନ୍ତଭାବରେ ପ୍ରତିଭାତ କରାଇବା — ୩. To bring something vividly to one's recollection.

ସେ ସବୁ ଫ୍ରାନ୍ସର ଅତୀତ ଗୌରବକୁ ଝଳାଉଛି ଉତ୍କଳ ସାହିତ୍ୟ ୩୨ ୪:

୪. ସଂଲଗ୍ନ କରାଇବା; ମିଶାଇବା — ୪. To cause to stick or adhere.

ଝଳାଅ କୁଞ୍ଜରକୁମ୍ଭସ୍ଥଳାକୃତି ଛାତିରେ—କବିସୂର୍ଯ୍ୟ. ସଙ୍ଗୀତ