ଝଲ୍ଲରୀ
ଝଲ୍ଲରୀ
ଉଚ୍ଚାରଣ
ସମ୍ପାଦନାଝଲରୀ, ଝଲ୍ଲରାଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଝଲ୍ଲ=ଅନୁକରଣ ଧ୍ୱନି+ରା ଧାତୁ ଗ୍ରହଣ କରିବା +କର୍ତ୍ତୃ. ଅ; ସ୍ତ୍ରୀ. ଇ)
ସମ୍ପାଦନା- ୧. ବାଦ୍ୟବିଶେଷ; ନାଗରା —୧. A kind of drum.
- ୨. ହୁଡୁକା —୨. Bolt of a door.
- ୩. କ୍ଳେଦ —୩. Liquid filth; moisture (Apte).
- ୪. ଶୁଦ୍ଧତା —୪. Purity.
- ୫. ଝାଞ୍ଜ (ହିନ୍ଦୀ - ଶବ୍ଦସାଗର) — ୫. Bellmetal cymbals.
- ୬. ସ୍ୱଦ (ହିନ୍ଦୀ - ଶବ୍ଦସାଗର) — ୬. Sweat; perspration.
- ୭. ମୁଦ୍ରାକାକାର କେଶଗୁଚ୍ଛ — ୭. A lock of hair; a curl.