ଝଲ୍ଲ
ଝଲ୍ଲ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ବ୍ରାତ୍ୟ (ସଂସ୍କାରହୀନ) କ୍ଷତ୍ରୀୟ ଓ ସବର୍ଣ୍ଣା ସ୍ତ୍ରୀ ଔରସ ବର୍ଣ୍ଣସଙ୍କର ଜାତି (ହିନ୍ଦୀ - ଶବ୍ଦସାଗର) — ୧. A degraded caste amongst the Hindus.
- ୨. ଭାଣ୍ଡ; ବୁଦୂଷକ (ହିନ୍ଦୀ - ଶବ୍ଦସାଗର) — ୨. A jkester buffoon.
- ୩. ପଟହ ବାଦ୍ୟ (ହିନ୍ଦୀ - ଶବ୍ଦସାଗର) — ୩. A kind of drum.
- ୪. ଜ୍ୱଳା; ତେଜ (ହିନ୍ଦୀ - ଶବ୍ଦସାଗର) — ୪. Blaze; inflammation; glare.
- ୫. ଯେଉଁ ବ୍ୟକ୍ତି ବାଜି ରଖି ଲଢ଼େଇ କରେ — ୫. A prize-fighter (Apte).