ଝଲିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚଳ୍ ଧାତୁ; ଜ୍ୱଳ ଧାତୁ) ସମ୍ପାଦନା

୧. ଚିକ୍କଣ ହେବା —୧. To be glossy.
୨. ଶୋଭା ପାଇବା —୨. To be beautiful.

ଚାରୁ ରୋମାଳି ଝରି କର ସତ ଭଞ୍ଜ. ପ୍ରେମସୂଧାନିଧି

୩. ଜକଜକ ହେବା; ଚକ୍ଚକ୍ କରିବା; କାନ୍ତି ପ୍ରକାଶ କରିବା; ଝଟକିବା —୩. To glitter; to glisten.

କାହିଁ ତଲବାର ଖେଳବାଡ଼ କରେ ବିଜୁଳି ପରାୟ ଝଳେ ସୌରକରେ ରାଧାନାଥ. ନନ୍ଦିକେଶ୍ୱରୀ

୪. ପ୍ରବେଶ କରିବା —୪. To enter into.

ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି କବିସୂର୍ଯ୍ୟ. କିଶୋରୀଚମ୍ପୂ. ଗ ଗୀତ

୫. (ଦୁଇ ପଦାର୍ଥ) ଏକତ୍ର ଅବିଭକ୍ତ ଭାବରେ ମିଶିବା; ସଂଲଗ୍ନ ହେବା; ଜଡ଼ିଯିବା —୫. To be inextricably mixed together; to stick to.

କାହା କୁତୁରା କୁରୁଳୀ, କପୋଳେ ଯାଇଛି ଝଳି ଦୀନକୃଷ୍ଣ. ରସକଲ୍ଲୋଳ

୬. ଧାତୁଖଣ୍ଡଦ୍ୱାରା ଏକତ୍ର ସଂଯୁକ୍ତ ହେବା; ଝଳାହେବା ୬. To be soldered to each other.
୭. କ୍ଷରିବା; ବୋହିବା; ଝରିବା —୭. To drop down; to fall down by drops; to drip.

ବନସ୍ପତି—ପତ୍ରୂଁ ଜ୍ୟୋସ୍ନା ପଡ଼େ ଝଡ଼ି ରାଧାନାଥ, ମନ୍ଦିକେଶ୍ୱରୀ

୮. ଉଦ୍ଭାସିତ ହେବା —୯. To become manifest.

ଝଳି ଉଠୁ ହୃଦେ ହୃଦେ ବିଶ୍ୱପ୍ରୀତି ଆଧାର ଭିକାରୀ. ଗୀତଲହରୀ