ଝଲିବା
ଝଲିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସଂସ୍କୃତ - ଚଳ୍ ଧାତୁ; ଜ୍ୱଳ ଧାତୁ)
ସମ୍ପାଦନା- ୧. ଚିକ୍କଣ ହେବା —୧. To be glossy.
- ୨. ଶୋଭା ପାଇବା —୨. To be beautiful.
ଚାରୁ ରୋମାଳି ଝରି କର ସତ ଭଞ୍ଜ. ପ୍ରେମସୂଧାନିଧି
- ୩. ଜକଜକ ହେବା; ଚକ୍ଚକ୍ କରିବା; କାନ୍ତି ପ୍ରକାଶ କରିବା; ଝଟକିବା —୩. To glitter; to glisten.
କାହିଁ ତଲବାର ଖେଳବାଡ଼ କରେ ବିଜୁଳି ପରାୟ ଝଳେ ସୌରକରେ ରାଧାନାଥ. ନନ୍ଦିକେଶ୍ୱରୀ
- ୪. ପ୍ରବେଶ କରିବା —୪. To enter into.
ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି କବିସୂର୍ଯ୍ୟ. କିଶୋରୀଚମ୍ପୂ. ଗ ଗୀତ
- ୫. (ଦୁଇ ପଦାର୍ଥ) ଏକତ୍ର ଅବିଭକ୍ତ ଭାବରେ ମିଶିବା; ସଂଲଗ୍ନ ହେବା; ଜଡ଼ିଯିବା —୫. To be inextricably mixed together; to stick to.
କାହା କୁତୁରା କୁରୁଳୀ, କପୋଳେ ଯାଇଛି ଝଳି ଦୀନକୃଷ୍ଣ. ରସକଲ୍ଲୋଳ
- ୬. ଧାତୁଖଣ୍ଡଦ୍ୱାରା ଏକତ୍ର ସଂଯୁକ୍ତ ହେବା; ଝଳାହେବା ୬. To be soldered to each other.
- ୭. କ୍ଷରିବା; ବୋହିବା; ଝରିବା —୭. To drop down; to fall down by drops; to drip.
ବନସ୍ପତି—ପତ୍ରୂଁ ଜ୍ୟୋସ୍ନା ପଡ଼େ ଝଡ଼ି ରାଧାନାଥ, ମନ୍ଦିକେଶ୍ୱରୀ
- ୮. ଉଦ୍ଭାସିତ ହେବା —୯. To become manifest.
ଝଳି ଉଠୁ ହୃଦେ ହୃଦେ ବିଶ୍ୱପ୍ରୀତି ଆଧାର ଭିକାରୀ. ଗୀତଲହରୀ