ଝଲସେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ଝଲସିବାର ଣିଜନ୍ତରୂପ) ସମ୍ପାଦନା

୧. ଈଷତ୍ ଦଗ୍ଧ କରିବା — ୧. To scorch; to singe.
୨. (ଆଖିକୁ) ଆଲୋକାଧିତଦ୍ୱାରା ପୀଡ଼ାଯୁକ୍ତ କରିବା — ୨. To dazzle (the eyes) with excessive light.