ଝଲଝଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଝଲଝଲ—ଅନ୍ୟରୂପ)

ଦେଶଜ - ଅ ସମ୍ପାଦନା

୧. (ସଂସ୍କୃତ - ଜ୍ୱଳ; ସଂସ୍କୃତ - ଝଲ୍ଲକୀ) ଦୀପଯୁକ୍ତ — ୧. Radiant; dazzling.

ସବୁ ଦିଗମାନଙ୍କେ ଉଡ଼ି ଜୁଳୁଜୁଳା, ଝଲଝଲ ହୋଇ ଦିଶିଲେ ଭେଳା ଭେଳା କୃଷ୍ଣସିଂହ. ମହାଭାରତ. ଆଦି

୨. (ସଂସ୍କୃତ - ଜାଳ) ଅତ୍ୟନ୍ତ ପତଳା ହେତୁ ଯାହାର ଏପାଖ ସେପାଖ ଫୁଟି ଦେଖାଯାଉଥାଏ; ଜାଳଜାଳୁଆ (ଲୁଗା) — ୨. Thin and transparent (cloth); net-like.
୩. (ସଂସ୍କୃତ - ଚଞ୍ଚଳ) ଦୋହୋଲୁଥିବା —୩. Dangling.