ଝଲକ ଲଡ଼ୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

(ଶିଶୁଗୀତ) ମିଷ୍ଟାନ୍ନବିଶେଷ — (Nursery song) A kind of sweetmeat.

ଝଲକଲଡ଼ୁ ପାଆକେ ପାଣ୍, ପୁଅ ବୋଇଲା କଉଡ଼ି ଆଣ୍ ମାଆ ବୋଇଲା କଉଡ଼ି ନାହିଁ, ଝଲକଲଡ଼ୁ ପାଇବ କାହିଁ ଶିଶୁଗୀତ