ଝଲକ ମାଳୀ
=== ଦେଶଜ - ବିଶେଷ୍ୟ -
(ଛୋଟ ଛୋଟ ସୁନାର ପତ୍ରମାନ ଏଥିରେ ଝୁଲୁ ଥିବାରୁ)—ଅଳକା —An ornament with pendants worn over the fore-head.
କପୋଳେ ଝଲକମାଳୀ ଝଲକେ ଦୀନକୃଷ୍ଣ. ରସକଲ୍ଲୋଳ