ଝଲକାଏ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଜଳୀୟ ପଦାର୍ଥ ଏକ ଊର୍ମି ବା ଢେଉ ପରିମିତ; ମନ୍ଦାଏ —A splash; gushing wave or shower; one gush of (flowing liquid.)

(ଯଥା—ଝଲକାଏ ବାନ୍ତି; ଡଙ୍ଗାରେ ଝଲକାଏ ପାଣି ପଶିଗଲା)