ଝଲକହୀନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ତେଜୋହୀନ; ଦୀପ୍ତିଶୂନ୍ୟ — Lustreless.

ବିନ୍ଧିଲେ ଲକ୍ଷ୍ମଣ ଯେତେ ଭାନୁ ଉଦିତେ ଖଦ୍ୟୋତ ଝଲାକହୀନ ସେ ସେହିମତି— ଭଞ୍ଜ. ବୈଦେହୀଶବିଳାସ