ଝର୍ଝରାବତୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଝର୍ଝର+ବତ୍+ସ୍ତ୍ରୀ, ଈ) ସମ୍ପାଦନା

୧. ଗଙ୍ଗାନଦୀ (ହିନ୍ଦୀ - ଶବ୍ଦସାଗର) — ୧. The river, Ganges.
୨. କୁରୁବକ (ହିନ୍ଦୀ - ଶବ୍ଦସାଗର) (ଦେଖ) - Kurubaka (See)

ସଂସ୍କୃତ - ବିଶେଷଣ - ସମ୍ପାଦନା

ଝଙ୍କାରିଣୀ (ଜ୍ଞାନେନ୍ଦ୍ର) — Making a pattering sound.