ଝର୍ଝର
ଝର୍ଝର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର)
ସମ୍ପାଦନା- ୧. କଳିଯୁଗ —୧. The Kali or Iron age.
- ୨. ନଦବିଶେଷ —୨. Name of a river.
- ୩. ଝରଣାରୁ ପାଣି ତଳେ ପଡ଼ିବାର ଶବ୍ଦ; ଉଚ୍ଚରୁ ତଳକୁ ଜଳ ବେଗରେ ପଡ଼ିବାର ଶବ୍ଦ —୩. Sound of falling water; pattering sound.
ଗିରି ଗହନରେ ଝରଇ ନିର୍ଝର ଝର୍ଝର ଶୁଭଇ ଧନି ନନ୍ଦକିଶୋର. ନିର୍ଝରିଣୀ
- ୪. ବାଦ୍ୟଯନ୍ତ୍ରବିଶେଷ; ତାସା —୪. A kind of kettle-drum (which is struck with small twigs and makes a pattering sound.
- ୫. ଝାଞ୍ଜ —୫. Thin and cymbals.
ହସ୍ତ ବଳୟ ପଦ କଟକର ସ୍ୱନ ପ୍ରଖର ମର୍ଦ୍ଦକ ଝର୍ଝର ଭଞ୍ଜ. ପ୍ରେମସୁଧାନିଧି
- ୬. ବେତ୍ରନିର୍ମିତ ଦଣ୍ଡବିଶେଷ (ଜ୍ଞାନେନ୍ଦ୍ର) — ୬. A kind of stick or staff of cane.
- ୭. ଜାଲିଚଟୁ —୭. A sieve-like ladle.
- ୮. ହିରଣ୍ୟାକ୍ଷ ଅସୁରର ଏକ ପୁତ୍ରର ନାମ — ୮. Name of a son of demon Hiraṇyāksha.
- ୯. ଗୋଡ଼ରେ ପିନ୍ଧାଯିବା ଗହଣାବିଶେଷ (ହିନ୍ଦୀ - ଶବ୍ଦସାଗର) ୯. A kind of ornament for the leg.