ଝରେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି(ସଂକ୍ଷରଧାତୁ ଣିଜନ୍ତ) ସମ୍ପାଦନା

ଝରିବାର ଣିଜନ୍ତ ରୂପ —Causative of Jharibā.

୧. କ୍ଷରିତ କରାଇବା — ୧. To distill; to cause to ooze.
୨. ବୁହାଇବା; (ଅଶ୍ରୁ) ଗଡ଼ାଇବା — ୨. To let fall; to drop down (tears)

ଝରଝର ନୟନୁ ଅଶ୍ରୁ ଝରାନ୍ତି ନନ୍ଦକିଶୋର. ଶର୍ମିଷ୍ଠା

୩. (ଦୃଷ୍ଟି) ନିକ୍ଷେପ କରିବା —୨. To cast (glance)

ଅରାଳ ଭୁରୁତତି ଝରା ସୁଦତିରେ କବିସୂର୍ଯ୍ୟ. ସଙ୍ଗୀତ