ଝରେଇବା
ଝରେଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି(ସଂକ୍ଷରଧାତୁ ଣିଜନ୍ତ)
ସମ୍ପାଦନାଝରିବାର ଣିଜନ୍ତ ରୂପ —Causative of Jharibā.
- ୧. କ୍ଷରିତ କରାଇବା — ୧. To distill; to cause to ooze.
- ୨. ବୁହାଇବା; (ଅଶ୍ରୁ) ଗଡ଼ାଇବା — ୨. To let fall; to drop down (tears)
ଝରଝର ନୟନୁ ଅଶ୍ରୁ ଝରାନ୍ତି ନନ୍ଦକିଶୋର. ଶର୍ମିଷ୍ଠା
- ୩. (ଦୃଷ୍ଟି) ନିକ୍ଷେପ କରିବା —୨. To cast (glance)
ଅରାଳ ଭୁରୁତତି ଝରା ସୁଦତିରେ କବିସୂର୍ଯ୍ୟ. ସଙ୍ଗୀତ