ଝରିଝମ୍ପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଘର ଛାତତଳେ କେରି କେରି ହୋଇ ଝୁଲୁଥିବା ଚକଚକିଆ ଝୁମ୍ପା —Bunches of dazzling tassels hanging under the roof of a house as decoration.

ଶୋଳକ ସୁମୁତି ହୋଇଛନ୍ତି ଝରିଝମ୍ପା ପ୍ରାଚୀ. ବ୍ରହ୍ମନିରୂପଣଗୀତା