ଝରି
ଝରି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଝରି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝର; ସଂସ୍କୃତ - ଧାର)
ସମ୍ପାଦନା- ୧. ସରୁ ମୁହଁ ଓ ଲମ୍ୱ ବେକ ଥିବା ଜଳପାତ୍ର; ସୋରେଇ —୧. A narrow-necked water-jug.
କୁଶିଙ୍କ ସୁନା ଝରି ମଧ୍ୟେ ଜଳ ଭରି ଭାର୍ଯ୍ୟା ସଙ୍ଗେ ଗୋଡ଼ ଧୋଇଲେ ପ୍ରୀତି ଭରି କୃଷ୍ଣସିଂହ, ମହାଭାରତ. ଅନୁଶାସନ
- ୨. ନଳ ଲାଗିଥିବା ଢାଳ; ଗଡ଼ୁ — ୨. A spouted jug.
ରଙ୍କ ପାଇଛି ଝରି, ପାଣି ପିଇପିଇ ମରି—ଢଗ
- ୩. ପନୀର ବା ଗୋଲାପଜଳ ଛିଞ୍ଚିବାର ଛିଦ୍ରଯୁକ୍ତ ପାତ୍ର; ଗୋଲାପପାସ୍ —୩. A pot with perforated mouth for sprinkling scents on guests.
- ୪. କୌଣସି ପଦାର୍ଥରୁ ଝରିବା ଜଳୀୟ ପଦାର୍ଥ — ୪. Any watery substance which drops from anything.
ଚନ୍ଦ୍ରରୁ ଚିପୁଡ଼ି ସୁଧା ଝରି, ଚିର ତୃଷିତର ମୁଖେ ଭରି କବିସୂର୍ଯ୍ୟ. କିଶୋରୀଚମ୍ପୁଚ ଗୀତ
- ୫. ଯନ୍ତ୍ର ବା ରନ୍ଦା ସାହାଯ୍ୟରେ କାଠ ଆଦିରେ କରାଯିବା ଲମ୍ୱ ସରୁ ନାଳୀ —୫. Narrow grooves made in wood-work.
- ୬. ଏକ ପ୍ରକାର ଟାଣୁଆ ଘାସ —୬. Eihinoitoa Colona (A kind of stiff grass).
[ଦ୍ରଷ୍ଟବ୍ୟ —ଏହା ସରୁ ଓ ସିଧା, ଜଳସିକ୍ତ ସ୍ଥାନରେ ବଢ଼େ]
- ୭. କୋଲପ ମଧ୍ୟରେ ଥିବା କଳ ବା ଘୋଡ଼ା (ଯାହାକୁ କୁଞ୍ଚିଦ୍ୱାରା ଆଗକୁ ବା ପଛକୁ ଖସାଇ ଦିଆ ଗଲେ କୋଲପ ବନ୍ଦ ହୁଏ ବା ଖୋଲି ଯାଏ) —୭. The lever of a padlock.
- ୮. (ଗ୍ରାମ୍ୟ - ଇତର ବ୍ୟବହୃତ; ଡ଼ ସ୍ଥାନରେ ର ଉଚ୍ଚାରଣ)— ଝଡ଼ (ଦେଖ) - ୮. Jhaṟḍ̠a (See)