ଝରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝର; ସଂସ୍କୃତ - ଧାର) ସମ୍ପାଦନା

୧. ସରୁ ମୁହଁ ଓ ଲମ୍ୱ ବେକ ଥିବା ଜଳପାତ୍ର; ସୋରେଇ —୧. A narrow-necked water-jug.

କୁଶିଙ୍କ ସୁନା ଝରି ମଧ୍ୟେ ଜଳ ଭରି ଭାର୍ଯ୍ୟା ସଙ୍ଗେ ଗୋଡ଼ ଧୋଇଲେ ପ୍ରୀତି ଭରି କୃଷ୍ଣସିଂହ, ମହାଭାରତ. ଅନୁଶାସନ

୨. ନଳ ଲାଗିଥିବା ଢାଳ; ଗଡ଼ୁ — ୨. A spouted jug.

ରଙ୍କ ପାଇଛି ଝରି, ପାଣି ପିଇପିଇ ମରି—ଢଗ

୩. ପନୀର ବା ଗୋଲାପଜଳ ଛିଞ୍ଚିବାର ଛିଦ୍ରଯୁକ୍ତ ପାତ୍ର; ଗୋଲାପପାସ୍ —୩. A pot with perforated mouth for sprinkling scents on guests.
୪. କୌଣସି ପଦାର୍ଥରୁ ଝରିବା ଜଳୀୟ ପଦାର୍ଥ — ୪. Any watery substance which drops from anything.

ଚନ୍ଦ୍ରରୁ ଚିପୁଡ଼ି ସୁଧା ଝରି, ଚିର ତୃଷିତର ମୁଖେ ଭରି କବିସୂର୍ଯ୍ୟ. କିଶୋରୀଚମ୍ପୁଚ ଗୀତ

୫. ଯନ୍ତ୍ର ବା ରନ୍ଦା ସାହାଯ୍ୟରେ କାଠ ଆଦିରେ କରାଯିବା ଲମ୍ୱ ସରୁ ନାଳୀ —୫. Narrow grooves made in wood-work.
୬. ଏକ ପ୍ରକାର ଟାଣୁଆ ଘାସ —୬. Eihinoitoa Colona (A kind of stiff grass).

[ଦ୍ରଷ୍ଟବ୍ୟ —ଏହା ସରୁ ଓ ସିଧା, ଜଳସିକ୍ତ ସ୍ଥାନରେ ବଢ଼େ]

୭. କୋଲପ ମଧ୍ୟରେ ଥିବା କଳ ବା ଘୋଡ଼ା (ଯାହାକୁ କୁଞ୍ଚିଦ୍ୱାରା ଆଗକୁ ବା ପଛକୁ ଖସାଇ ଦିଆ ଗଲେ କୋଲପ ବନ୍ଦ ହୁଏ ବା ଖୋଲି ଯାଏ) —୭. The lever of a padlock.
୮. (ଗ୍ରାମ୍ୟ - ଇତର ବ୍ୟବହୃତ; ଡ଼ ସ୍ଥାନରେ ର ଉଚ୍ଚାରଣ)— ଝଡ଼ (ଦେଖ) - ୮. Jhaṟḍ̠a (See)