ଝରପୂଯା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଝର+ପୂଯ) ସମ୍ପାଦନା

ଯେଉଁ ବ୍ରଣ ବା ଘାଆରୁ ପୂଯ ବହିବା ବନ୍ଦ ହୁଏ ନାହିଁ; ନାଡ଼ୀବ୍ରଣଯୁକ୍ତ (କ୍ଷତ) —(a sore) Having sinus.

ଦେଶଜ - ବିଶେଷ୍ୟ - ସମ୍ପାଦନା

ନାଡ଼ୀବ୍ରଣ —Sinus.