ଝରଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝର) ସମ୍ପାଦନା

୧. ନିର୍ଝର — ୧. Spring; cascade.
୨. (କେଣ୍ଡାରୁ ଧାନ; ଗଛରୁ ପତ୍ର) ଝଡ଼ିବା; ଭୂମିରେ ଖସି ପଡ଼ିବା —୨. Dropping down; falling down.
୩. ପାଣିଆଦି ଝରିବା କର୍ମ — ୩. Oozing; trickling down (of liquid).