ଝର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) ସମ୍ପାଦନା

୧. ନିର୍ଝର; ଝରଣା — ୧. Natural spring; water-fall.
୨. ପର୍ବତ ଉପରୁ ତଳକୁ ବହୁଥିବା ଜଳପ୍ରବାହ — ୨. Hill-spring; cascade.
୩. ଭୁଗର୍ଭସ୍ଥ ଜଳପ୍ରବାହ ଯାହା ମାଟି ଭେଦ କରି ଉଠେ; ଫୁଆରା —୩. Fountain; spring of under- ground water.
୪. ଭୁଗର୍ଭୋତ୍ଥିତ ଅବିରଳ ଜଳପ୍ରବାହ — ୪. Inexhaustible spring of under-ground water.
୫. ସମୂହ (ହିନ୍ଦୀ - ଶବ୍ଦସାଗର) — ୫. Multitude; collection.
୬. ବେଗ (ହିନ୍ଦୀ - ଶବ୍ଦସାଗର) —୬. Velocity.
୭. ଲଗାଣ; ଅବିରତ ଧାରାରେ ବୃଷ୍ଟି (ହିନ୍ଦୀ - ଶବ୍ଦସାଗର) — ୭. Continuous shower of rain.
୮. କୌଣସି ବସ୍ତୁର ଅବିରତ ପତନ (ହିନ୍ଦୀ - ଶବ୍ଦସାଗର) ୮. Continuous shower of any thing.
୯. ଆଞ୍ଚ; ତାପ; ଜ୍ୱାଳା (ହିନ୍ଦୀ - ଶବ୍ଦସାଗର) —୯. Heat.
୧. କୋଲପ ଭିତରର କଳ—(ହିନ୍ଦୀ - ଶବ୍ଦସାଗର) ୧୦. The inner mechanism of a padlock.