ଝର
ଝର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ)
ସମ୍ପାଦନା- ୧. ନିର୍ଝର; ଝରଣା — ୧. Natural spring; water-fall.
- ୨. ପର୍ବତ ଉପରୁ ତଳକୁ ବହୁଥିବା ଜଳପ୍ରବାହ — ୨. Hill-spring; cascade.
- ୩. ଭୁଗର୍ଭସ୍ଥ ଜଳପ୍ରବାହ ଯାହା ମାଟି ଭେଦ କରି ଉଠେ; ଫୁଆରା —୩. Fountain; spring of under- ground water.
- ୪. ଭୁଗର୍ଭୋତ୍ଥିତ ଅବିରଳ ଜଳପ୍ରବାହ — ୪. Inexhaustible spring of under-ground water.
- ୫. ସମୂହ (ହିନ୍ଦୀ - ଶବ୍ଦସାଗର) — ୫. Multitude; collection.
- ୬. ବେଗ (ହିନ୍ଦୀ - ଶବ୍ଦସାଗର) —୬. Velocity.
- ୭. ଲଗାଣ; ଅବିରତ ଧାରାରେ ବୃଷ୍ଟି (ହିନ୍ଦୀ - ଶବ୍ଦସାଗର) — ୭. Continuous shower of rain.
- ୮. କୌଣସି ବସ୍ତୁର ଅବିରତ ପତନ (ହିନ୍ଦୀ - ଶବ୍ଦସାଗର) ୮. Continuous shower of any thing.
- ୯. ଆଞ୍ଚ; ତାପ; ଜ୍ୱାଳା (ହିନ୍ଦୀ - ଶବ୍ଦସାଗର) —୯. Heat.
- ୧. କୋଲପ ଭିତରର କଳ—(ହିନ୍ଦୀ - ଶବ୍ଦସାଗର) ୧୦. The inner mechanism of a padlock.