ଝମ୍ପ (ଧାତୁ)

ଉଚ୍ଚାରଣ

ସମ୍ପାଦନା

(ଝମ୍ପ ଶବ୍ଦରୁ ଉତ୍ପନ୍ନ ସୌତ୍ରିକ ଧାତୁ)

ସମ୍ପାଦନା
୧. କୁଦିବା — ୧. To jump; to leap.
୨. ଶିକାରକୁ ଝାମ୍ପିବା; ଶିକାର ଉପରେ କୁଦି କରି ପଡ଼ିବା — ୨. To pounce up on a prey.