ଝମ୍ପାଶୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଝମ୍ପ+ଅଶ ଧାତୁ ଭକ୍ଷଣ କରିବା+ଇନ୍; ୧ମା.୧ବ. ଯେ ମାଛକୁ ଝାମ୍ପି କରି ଖାଏ) ସମ୍ପାଦନା

ମାଛରଙ୍କା ପକ୍ଷୀ — The king-fisher (bird)