ଝମ୍ପାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝମ୍ପ) ସମ୍ପାଦନା

ପାହାଡ଼ିଆ ଉଚ୍ଚାବଚ ସ୍ଥାନରେ ବ୍ୟବହୃତ ଏକ ପ୍ରକାର ଖଟିଆ —Jhampan; sedan chair borne on bamboo poles by ୪ bearers.

[ଦ୍ରଷ୍ଟବ୍ୟ —ଗୋଟିଏ ଖଟୁଳି ବା ଖଟିଆର ୨ ମୁଣ୍ଡରେ ୨ଟି ବଡ଼ ବାଉଁସ ବନ୍ଧା ହୋଇ ଥାଏ ଉକ୍ତ ୨ଟି ବଡ଼ ବାଉଁସର ୨ ମୁଣ୍ଡରେ ଦଉଡ଼ି ଲାଗି ଆଉ ୨ ଖଣ୍ଡ ସାନ ବାଉସରେ ତାହା ଝୁଲେ, ଏବଂ ଉକ୍ତ ଦୁଇ ସାନ ବାଉଁସକୁ ଦୁଇ ଆଡ଼ୁ ୨ ଜଣ ଲେଖାଏଁ ୪ ଜଣ ବାହକ କାନ୍ଧରେ ବୁହନ୍ତି ଏହା ପାର୍ବତ୍ୟ ଅଞ୍ଚଳରେ ଉଚ୍ଚ ନୀଚ ସ୍ଥାନରେ ଯିବା ଆସିବା କରିବା ପାଇଁ ବଡ଼ଲୋକେ ବ୍ୟବହାର କରନ୍ତି]