ଝମ୍ପାନ୍
ଝମ୍ପାନ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଝମ୍ପ)
ସମ୍ପାଦନାପାହାଡ଼ିଆ ଉଚ୍ଚାବଚ ସ୍ଥାନରେ ବ୍ୟବହୃତ ଏକ ପ୍ରକାର ଖଟିଆ —Jhampan; sedan chair borne on bamboo poles by ୪ bearers.
[ଦ୍ରଷ୍ଟବ୍ୟ —ଗୋଟିଏ ଖଟୁଳି ବା ଖଟିଆର ୨ ମୁଣ୍ଡରେ ୨ଟି ବଡ଼ ବାଉଁସ ବନ୍ଧା ହୋଇ ଥାଏ ଉକ୍ତ ୨ଟି ବଡ଼ ବାଉଁସର ୨ ମୁଣ୍ଡରେ ଦଉଡ଼ି ଲାଗି ଆଉ ୨ ଖଣ୍ଡ ସାନ ବାଉସରେ ତାହା ଝୁଲେ, ଏବଂ ଉକ୍ତ ଦୁଇ ସାନ ବାଉଁସକୁ ଦୁଇ ଆଡ଼ୁ ୨ ଜଣ ଲେଖାଏଁ ୪ ଜଣ ବାହକ କାନ୍ଧରେ ବୁହନ୍ତି ଏହା ପାର୍ବତ୍ୟ ଅଞ୍ଚଳରେ ଉଚ୍ଚ ନୀଚ ସ୍ଥାନରେ ଯିବା ଆସିବା କରିବା ପାଇଁ ବଡ଼ଲୋକେ ବ୍ୟବହାର କରନ୍ତି]