ଝମ୍ପଲମ୍ଫ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଝମ୍ପ, ଲମ୍ଫ) ସମ୍ପାଦନା

୧. ଲମ୍ଫଝମ୍ପ କରିବା; ଡ଼େଇଁବା କୁଦିବା —୧. To leap and jump.
୨. ମୁହଁ ହାତ ହଲାଇ ଆସ୍ଫାଳନ କରିବା — ୨. To brag and bluster with motions.