ଝମ୍ପଲମ୍ଫ କରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଝମ୍ପ, ଲମ୍ଫ)

ସମ୍ପାଦନା
୧. ଲମ୍ଫଝମ୍ପ କରିବା; ଡ଼େଇଁବା କୁଦିବା —୧. To leap and jump.
୨. ମୁହଁ ହାତ ହଲାଇ ଆସ୍ଫାଳନ କରିବା — ୨. To brag and bluster with motions.