ଝମର ଝମର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା

ଘୁଙ୍ଗୁର ଆଦି ଅଳଙ୍କାର ଚାଳନଜନିତ ଉଚ୍ଚ ଶବ୍ଦ —High tinkling sound of ornaments.

[ଦ୍ରଷ୍ଟବ୍ୟ —ଝୁମୁରୁ ଝୁମୁର ବା ଝୁମୁଝୁମୁ ଅଳଙ୍କାରର ଅନୁଚ୍ଚ ମଧୁର ଧ୍ୱନି ଓ ଝମର ଝମର ଅପେକ୍ଷା କ୍ଷୀଣତର]