ଝମକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଧ୍ମା ଧାତୁ) ସମ୍ପାଦନା

୧. ଦାଉଦାଉ ହେବା; ଦୀପ୍ତି ପାଇବା —୧. To shine; to glitter.

ବିଜୁଳି ଝମକେ ଗୋ ଚମକି ଉଠେ ହିୟା ପ୍ରାଚୀ, ରହସ୍ୟମଞ୍ଜରୀ

୨. (ଧ୍ୱନ୍ୟନୂକରଣ) ଝମ ଝମ ଶବ୍ଦ କରିବା — ୨. To make a clanking sound.

ବିଷାଦ ଅସହଣ ନିଶେ ହସ୍ତ ଭରିଣ ଶତ୍ରାରି ଝମକି କୃପାଣ ସେ ଭଞ୍ଜ. ବୈଦେହୀଶବିଳାସ

୩. (ଅନ୍ଧ ବା କଣା) ସାବଧାନ ହୋଇ ଯାତାୟତ କରିବା — ୩. To feel one's way (in the dark as a blind man).

ଅନ୍ଧାର ଘରେ କଣା (କାଣୀ) ଝମକେ ଯାହା ପାଉଥାଏ ଅଣ୍ଟାରେ ଯାକେ—ଢଗ