ଝମକିବା
ଝମକିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଧ୍ମା ଧାତୁ)
ସମ୍ପାଦନା- ୧. ଦାଉଦାଉ ହେବା; ଦୀପ୍ତି ପାଇବା —୧. To shine; to glitter.
ବିଜୁଳି ଝମକେ ଗୋ ଚମକି ଉଠେ ହିୟା ପ୍ରାଚୀ, ରହସ୍ୟମଞ୍ଜରୀ
- ୨. (ଧ୍ୱନ୍ୟନୂକରଣ) ଝମ ଝମ ଶବ୍ଦ କରିବା — ୨. To make a clanking sound.
ବିଷାଦ ଅସହଣ ନିଶେ ହସ୍ତ ଭରିଣ ଶତ୍ରାରି ଝମକି କୃପାଣ ସେ ଭଞ୍ଜ. ବୈଦେହୀଶବିଳାସ
- ୩. (ଅନ୍ଧ ବା କଣା) ସାବଧାନ ହୋଇ ଯାତାୟତ କରିବା — ୩. To feel one's way (in the dark as a blind man).
ଅନ୍ଧାର ଘରେ କଣା (କାଣୀ) ଝମକେ ଯାହା ପାଉଥାଏ ଅଣ୍ଟାରେ ଯାକେ—ଢଗ